ଓଡ଼ିଆ ତେନ୍ତୁଳି ମାଛ ତରକାରୀ

Odia Tasty Tamarind Fish Curry Recipe


ତେନ୍ତୁଳି  ମାଛ ତରକାରୀ, ଆପଣ ଙ୍କୁ ଦରକାର ଥିବା ସାମଗ୍ରୀ

  • ୫୦୦ ଗ୍ରାମ ମାଛ କଟା ପିସ
  • ୧ ଟି ପିଆଜ କଟା ଥିବା 
  • ୧ ଟି ଟମାଟୋ କଟା ଥିବା 
  • ୧ ଚାମଚ କଟା ଥିବା ରସୁଣ 
  • ୪ ଟି ଶୁଖା ଲାଲ ଲଙ୍କା 
  • ୪ ଟି କଞ୍ଚା ଲଙ୍କା 
  • ୨୫୦ ଗ୍ରାମ ସୋରିଷ ତେଲ 
  • ଧନିଆ ପତ୍ର 
  • ୧ ଚାମଚ ଅଦା କଟା ଥିବା 
  • ୧ ଚାମଚ ଜୀରା 
  • ୧ ଚାମଚ ତେନ୍ତୁଳି ବଟା
  • ୧ ଚାମଚ ହଳଦୀ ପୱଡର
  • ଲୁଣ 


କେମିତି ତିଆରି କରିବା ତେନ୍ତୁଳି  ମାଛ ତରକାରୀ

  1. ପତ୍ର, ଜୀରା, ହଳଦୀ ଗୁଣ୍ଡ, ରସୁଣ, ଅଦା, ଶୁଖା ଲଙ୍କା କୁ ଭଲ ରେ ବାଟି ଦିଅନ୍ତୁ )
  2. ଲୁଣ ଏବଂ ହଳଦୀ ପୱଡର କୁ ପକାଇ ମାଛ କୁ ଭଲ ରେ ମିଶାନ୍ତୁ ଓ ୫ ମିନଟ ପାଇଁ ଛାଡ଼ି ଦିଅନ୍ତୁ
  3. ୨୦୦ ଗ୍ରାମ ତେଲ ଭଲ ରେ ଗରମ କରନ୍ତୁ 
  4. ମାଛ କୁ ଭଲ ରେ ଛାଣନ୍ତୁ ଲାଲ ହେବ ପର୍ଯ୍ୟନ୍ତ 
  5. ଆଉ ଗୋଟେ କଢେଇ ରେ ତେଲ ଗରମ କରନ୍ତୁ ସେଥିରେ ପିଆଜ ପକାଇ ଲାଲ ହେବ ପର୍ଯ୍ୟନ୍ତ ଘାଣ୍ଟନ୍ତୁ 
  6. କଟା ଟମାଟୋ ଏବଂ ମସଲା ବଟା କୁ ଧୀରେ ପକାଇ ଘାଣ୍ଟନ୍ତୁ 
  7. କିଛି ସମୟ ଅପେକ୍ଷା କରନ୍ତୁ 
  8. ଏବେ ତେନ୍ତୁଳି ବଟା କୁ ମିଶାନ୍ତୁ ଆଉ କିଛି ପାଣି ଦିଅନ୍ତୁ ଏବଂ ଫୁଟାନ୍ତୁ 
  9. ଏବେ ମାଛ ଧୀରେ ପକାନ୍ତୁ ଏବଂ ଭଲ ରେ ମସଲା ସଂଗେ ମିଶାନ୍ତୁ 
  10. ଏହା ୬ ମିନଟ ରେ ତିଆରି ହେଇ ଯିବ 
  11. ଗରମ ଭାତ ସଂଗେ ପରସନ୍ତୁ 


ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସପି ଫୋଟୋ ଏବଂ ରେସପି ଆମକୁ ପଠାନ୍ତୁ - ଓପର ଦିଆ ଯାଇ ଥିବା email id ରେ 
ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ଲାଇକ ଏବଂ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ ଏବଂ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ୱେବସାଇଟ ବୁକମାର୍କ କରନ୍ତୁ । ଧନ୍ୟବାଦ
Previous Post Next Post