ପରଦାରେ ଝିଅର ବୋଲ୍ଡ ସିନ୍ ଦେଖି କେମିତି ପ୍ରତିକ୍ରିୟା ଦେବେ ପାପା ସଞ୍ଜୟ ?

ନିକଟରେ କରନ ଜୋହର ଘୋଷଣା କରିଥିଲେ ଅଭିନେତା ସଞ୍ଜୟ କପୁରଙ୍କ ଲାଡଲୀ ଶାନୟା ତାଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ । ଯାହାର ପ୍ରସ୍ତୁତିରେ ଲାଗି ପଡିଛନ୍ତି ଶାନୟା । ଇତିମଧ୍ୟରେ ତାଙ୍କ ମା' ମହେପ କପୁର ସ୍ବାମୀ ସଞ୍ଜୟଙ୍କ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ । ସେ ଜଣାଇଛନ୍ତି ଯେ ଶନାୟାଙ୍କ ଇଣ୍ଟିମେଣ୍ଟ ସିନ ଫିଲ୍ମରେ ଦେଖି କିପରି ପ୍ରତିକ୍ରିୟା ରଖିବେ ସଞ୍ଜୟ ।

Source: indianewengland.com


ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ମହେପ କହିଥିଲେ, ‘ସଞ୍ଜୟଙ୍କ ପାଇଁ ଶାନୟାଙ୍କ ଅନ୍-ସ୍କ୍ରିନ୍ ଅନ୍ତରଙ୍ଗତା ହଜମ କରିବା ସହଜ ହେବ ନାହିଁ କିନ୍ତୁ ସେ ତାଙ୍କ ଝିଅର କାର୍ଯ୍ୟରେ ହସ୍ତକ୍ଷେପ କରିବେ ନାହିଁ । ଯଦି ସେ ଶନାୟାଙ୍କୁ ପରଦାରେ ଏକ ଚୁମ୍ବନ ଦୃଶ୍ୟ କରୁଥିବା ଦେଖିବେ ତାହେଲେ ତାଙ୍କ ମନ କହୁଥିବ ନା ସେ ଏସବୁ ନକରୁ, ହେଲେ ଝିଅର କାମକୁ ନେଇ ସେ ଚୁପ୍ ରହିବେ ବୋଲି ମୁଁ ଆଶା କରୁଛି।’



ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ଲାଇକ ଏବଂ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ ଏବଂ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ୱେବସାଇଟ ବୁକମାର୍କ କରନ୍ତୁ । ଧନ୍ୟବାଦ
Previous Post Next Post