ହ୍ବାଇଟ ଡ୍ରେସରେ ମୌନୀଙ୍କ ବୋଲ୍ଡ ଲୁକ ଫଟୋ ଭାଇରାଲ

ଟିଭିରୁ ଅଭିନୟ ଯାତ୍ରା ଆରମ୍ଭ କରିଥିବା ମୌନୀ ରୟ ଏବେ ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରେ ଗଣା ଯାଉଛନ୍ତି । ତାଙ୍କ ଫ୍ୟାନ ଫଲୋଇଂ ଆକାଶ ଛୁଆଁ । ସେ ଯାହା ବି ପୋଷ୍ଟ କରନ୍ତି ଆଖି ପିଛୁଳାକେ ଭାଇରାଲ ହୋଇଯାଏ । ଏଥର ଏମିତି ପୁଣି ହୋଇଛି । ତାଙ୍କ ଫ୍ଲୋଲେସ ଫଟୋ ଦେଖି ଦିୱାନା ସମସ୍ତେ । 

mouni

ସୋସିଆଲ ମିଡିଆରେ ଘୁରିବୁଲୁଛି ତାଙ୍କ ବୋଲ୍ଡ ଲୁକ । ମଙ୍ଗଳବାର ଦିନ ମୌନୀ ଇନଷ୍ଟାଗ୍ରାମରେ ନିଜର କିଛି ଚମତ୍କାର ଥ୍ରୋ ବ୍ୟାକ୍ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ହ୍ବାଇଟ ଡ୍ରେସ ସହିତ ହଟ ଲୁକ୍ ରେ ନଜର ଆସିଛନ୍ତି । ମୌନୀ ଖୁବଶୀଘ୍ର ଆୟନ ମୁଖାର୍ଜୀଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । 


ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ଲାଇକ ଏବଂ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ ଏବଂ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ୱେବସାଇଟ ବୁକମାର୍କ କରନ୍ତୁ । ଧନ୍ୟବାଦ
Previous Post Next Post