ପର୍ଣ୍ଣ ଷ୍ଟାର୍ ହୋଇଥିବା ରେନି ଗ୍ରେସି ପୁଣି ଫେରିବେ କାର୍ ରେସିଂ ଟ୍ରାକ୍‌କୁ

ଅଷ୍ଟ୍ରେଲିଆର କାର୍ ରେସର ରେନି ଗ୍ରେସି ନିଜ ଖରାପ ଆର୍ଥିକ ଅବସ୍ଥାକୁ ସୁଧାରିବାକୁ କାର୍ ରେସିଂ ଛାଡ଼ି ପର୍ଣ୍ଣଷ୍ଟାର ହେବାକୁ ନିଷ୍ପତ୍ତି ନେଇଥିଲେ । କିଛି ମାସ ସେ ପର୍ଣ୍ଣ ଷ୍ଟାର୍ ରୂପେ କାର୍ଯ୍ୟ ବି କରିଥିଲେ ଓ ଅଧିକ ରୋଜଗାର କରିଥିଲେ । ବର୍ତ୍ତମାନ ତାଙ୍କ ବ୍ୟାଙ୍କ ବ୍ୟାଲାନ୍ସ ଭଲ ହୋଇଯିବା ପରେ ସେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରେନି ଗ୍ରେସି ପୁଣି ଥରେ ମୋଟର ରେସିଂ ଟ୍ରାକକୁ ଫେରୁଛନ୍ତି ।

pornstar-renee-gracie-is-all-set-to-return-to-car-racing

୨୫ ବର୍ଷୀୟା ପର୍ଣ୍ଣଷ୍ଟାର୍ ରେନି ଗ୍ରେସି ବର୍ତ୍ତମାନ ପ୍ରତି ସପ୍ତାହରେ ୧୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏଥିରେ ପର୍ଣ୍ଣ ଭିଡିଓ ବନେଇବା ଓ ନଗ୍ନ ଫଟୋସୁଟ୍ ତିଆରି କରିବା ଅନ୍ତର୍ଭୁକ୍ତ । ଗ୍ରେସି ନିଷ୍ପତ୍ତି ନେଇଛନ୍ତି ଯେ ସେ ତାଙ୍କର ସେହି କାର୍ଯ୍ୟ ବି ଜାରି ରଖିବେ ଓ ଏଥିରୁ ମିଳୁଥିବା ଟଙ୍କା କାର ରେସିଂରେ ଲଗେଇବେ ।

pornstar-renee-gracie-is-all-set-to-return-to-car-racing

ଯେତେବେଳେ ପର୍ଣ୍ଣଷ୍ଟାର୍ ରେନି ଗ୍ରେସି ଅଶ୍ଳୀଳ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ, ତାଙ୍କର ଅନେକ ସାଥୀ ସୁପର୍ କାର୍ ଡ୍ରାଇଭର ତାଙ୍କ ଠାରୁ ଦୂରେଇ ଯାଇଥିଲେ । ଗ୍ରେସିଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ତାଙ୍କ ସାଥୀ ଡ୍ରାଇଭରମାନେ ଏବେ ଏକ ପର୍ଣ୍ଣ ଷ୍ଟାରକୁ ଟ୍ରାକରେ ପୁଣି ପ୍ରବେଶ କରିବାକୁ ଅନୁମତି ଦେବେ କି ବୋଲି ତ ଗ୍ରେସି ରାଗିଯାଇଥିଲେ । ସେ କହିଥିଲେ, ‘‘ମୁଁ ଭାବୁ ନାହିଁ ଯେ କେହି ମୋତେ ଅଟକାଇବେ । ସେମାନଙ୍କୁ କେଉଁ କଥାର ଭୟ ହେବ?’’

pornstar-renee-gracie-is-all-set-to-return-to-car-racing


ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ଲାଇକ ଏବଂ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ ଏବଂ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ୱେବସାଇଟ ବୁକମାର୍କ କରନ୍ତୁ । ଧନ୍ୟବାଦ
Previous Post Next Post