ସାରା ଦେଶରେ ହୋଲି ପର୍ବକୁ (Holi 2021) ନେଇ ଫତ୍ସାହ ରହିଛି । କରୋନା ଭାଇରସ୍ ସଂକ୍ରମଣ କାରଣରୁ ଏ ବର୍ଷ ଲୋକେ ଖୁବ୍ ସତର୍କ ହୋଇ ହୋଲି ପାଳନ କରୁଛନ୍ତି । ବିଗ୍ ବସର (Big Boss) ପୂର୍ବତନ ପ୍ରତିଯୋଗୀ ତଥା ମଡେଲ୍ ସୋଫିଆ ହୟାତ୍ (Sofia Hayat) ହୋଲିରେ ନିଜର କେତେକ ବୋଲ୍ଡ ଫଟୋ ଶେୟାର୍ କରିଛନ୍ତି ।ସୋଫିଆଙ୍କ ଏହି ଫଟୋଗୁଡ଼ିକ ସୋସିଆଲ୍ ମିଡି଼ଆରେ ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ଦେଖିବା ଏହି ବୋଲଡ ଫୋଟୋ ଗୁଡିକ -