ବିକିନି ପିନ୍ଧି ହୋଲି ଖେଳୁଥିବା ଫଟୋ ଶେୟାର୍ କଲେ ସୋଫିଆ ହୟାତ୍; ଭାଇରାଲ୍ ହେଲା ଫୋଟୋ

sofia-hayat-shares-holi-photos-in-bikini

ସାରା ଦେଶରେ ହୋଲି ପର୍ବକୁ (Holi 2021) ନେଇ ଫତ୍ସାହ ରହିଛି । କରୋନା ଭାଇରସ୍ ସଂକ୍ରମଣ କାରଣରୁ ଏ ବର୍ଷ ଲୋକେ ଖୁବ୍‌ ସତର୍କ ହୋଇ ହୋଲି ପାଳନ କରୁଛନ୍ତି । ବିଗ୍ ବସର (Big Boss) ପୂର୍ବତନ ପ୍ରତିଯୋଗୀ ତଥା ମଡେଲ୍ ସୋଫିଆ ହୟାତ୍ (Sofia Hayat) ହୋଲିରେ ନିଜର କେତେକ ବୋଲ୍ଡ ଫଟୋ ଶେୟାର୍‌ କରିଛନ୍ତି ।ସୋଫିଆଙ୍କ ଏହି ଫଟୋଗୁଡ଼ିକ ସୋସିଆଲ୍‌ ମିଡି଼ଆରେ ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ଦେଖିବା ଏହି ବୋଲଡ ଫୋଟୋ ଗୁଡିକ -


sofia-hayat-shares-holi-photos-in-bikini

sofia-hayat-shares-holi-photos-in-bikini

sofia-hayat-shares-holi-photos-in-bikini

sofia-hayat-shares-holi-photos-in-bikini


ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ଲାଇକ ଏବଂ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ ଏବଂ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ୱେବସାଇଟ ବୁକମାର୍କ କରନ୍ତୁ । ଧନ୍ୟବାଦ
Previous Post Next Post