ସୋସିଆଲ୍ ମିଡ଼ିଆରେ ନିଜ ନଗ୍ନ ଫଟୋ ଛାଡ଼ି ଓଡ଼ିଆ ଅଭିନେତ୍ରୀ ଇଣ୍ଟରନେଟରେ ନିଆଁ ଲଗାଇଲେ

ଓଡ଼ିଆ ମଡେଲ, ଆଙ୍କର୍ ଓ ଅଭିନେତ୍ରୀ ସୁନିତା ଗରାବଡ଼ୁ ରବିବାର ରାତିରେ ଇନଷ୍ଟାଗ୍ରାମରେ ନିଜର ଏକ ନଗ୍ନ ଫଟୋ ପୋଷ୍ଟ କରିଛନ୍ତି । ଫଟୋଟି ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି । ସେହି ଫଟୋର କ୍ୟାପସନରେ ସୁନିତା ଲେଖିଛନ୍ତି, “ସ୍ପେନ୍‌ ବିଷୟରେ କଳ୍ପନା କରୁଥିବା ବେଳେ ଖରା ପୋହିଁବା।” 

sunita-garabadu-sets-internet-aflame-with-nude-photo

ସେହି ଫଟୋକୁ ଦେଖିବା ପରେ କେତେକ ଲୋକ ତାଙ୍କୁ ‘ସାହସୀ’ ଓ ‘ସୁନ୍ଦରୀ’ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନ୍ୟମାନେ ତାଙ୍କୁ ଜଣେ ଓଡିଆ ଝିଅ ହୋଇ ସୋସିଆଲ ମିଡି଼ଆରେ ନିଜର ନଗ୍ନ ଫଟୋ ପୋଷ୍ଟ କରିଥିବାରୁ ସମାଲୋଚନା କରିଛନ୍ତି । 

ସୁନୀତା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍), ଚାମ୍ପିଅନ୍ସ ଟ୍ରଫି ହକି ଓ ହକି ଇଣ୍ଡିଆ ଲିଗରେ (HIL) ଆଙ୍କରିଂ କରିଛନ୍ତି ।ଦୁଇଟି ଓଡି଼ଆ ଟିଭି ସିରିଏଲ୍‌ ଓ ଚଳଚ୍ଚିତ୍ରରେ ବି ସୁନୀତା ଅଭିନୟ କରିଛନ୍ତି । ଆସନ୍ତୁ ଦେଖିବା ତାଙ୍କର କିଛି ଫୋଟୋ ଗୁଡିକ -

odia-girl-sunita-garabadu-sets-internet-aflame-with-nude-photo
Picture: Sunita G Nanda/Instagram

ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ଲାଇକ ଏବଂ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ ଏବଂ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ୱେବସାଇଟ ବୁକମାର୍କ କରନ୍ତୁ । ଧନ୍ୟବାଦ
Previous Post Next Post