ସୁନା ଓ ରୂପା ଦରରେ ବଡ଼ ହ୍ରାସ; ୧୧୫୦୦ ଟଙ୍କା ହୋଇସାରିଛି ଶସ୍ତା

gold-and-silver-price

ସୁନାର ନୂଆ ଦାମ୍ 

ଗୁରୁବାର ଦିନ ସରଫା ବଜାରରେ ସୁନା ଦାମ୍ ୧୦ ଗ୍ରାମ ପିଛା ୪୪,୫୮୯ ଟଙ୍କାରୁ ୪୪,୩୭୨ ଟଙ୍କାକୁ ଖସି ଆସିଛି । ଏଥି ସହିତ ବୁଧବାର ଦିନ ମଧ୍ୟ ସୁନା ଦାମ୍ ପ୍ରତି ୧୦ ଗ୍ରାମ ପିଛା ୨୦୮ ଟଙ୍କା ହ୍ରାସ ପାଇଥିଲା ।


ରୂପାର ନୂଆ ଦାମ୍ 

ଦିଲ୍ଲୀର ସରଫା ବଜାରରେ ରୂପା ଦାମ୍ ପ୍ରତି କିଲୋଗ୍ରାମ ୬୭,୮୧୫ ଟଙ୍କାରୁ ରେ ୬୬,୫୯୮ ଟଙ୍କାକୁ ଖସି ଆସିଛି । ବୁଧବାର ଦିନ ସରଫା ବଜାରରେ ରୂପା ଦାମ୍ ପ୍ରତି କିଲୋଗ୍ରାମରେ ୬୦୨ ଟଙ୍କା ବୃଦ୍ଧି ପାଇଥିଲା ।


ସୁନା ଦରରେ ହ୍ରାସ ପରିଲକ୍ଷିତ ହୋଇଛି ।  ଗତ ବର୍ଷ ସୁନା ୨୮ ପ୍ରତିଶତ ରିଟର୍ଣ୍ଣ ଦେଇଛି । ଏପରି ପରିସ୍ଥିତିରେ ଯଦି ଆପଣ ଦୀର୍ଘ ସମୟ ପାଇଁ ନିବେଶ କରିବାକୁ ଯୋଜନା କରୁଛନ୍ତି । ତେବେ ସୁନା ଆପଣଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ ହୋଇପାରେ ।


ବିଶେଷଜ୍ଞଙ୍କ କହିବା ଅନୁସାରେ ସୁନା ଦରରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ ଏବଂ MCX ପ୍ରତି ୧୦ ଗ୍ରାମ ସୁନା ଦାମ୍ ୪୪,୫୦୦-୪୫୮୦୦ ସ୍ତରରେ ରହିପାରେ | ଏହାର ଅର୍ଥ ହେଉଛି ଏହାର ଦାମ୍ ୪୫ ହଜାର ଟଙ୍କାରୁ କମ୍ ହେବାର ସମ୍ଭାବନା ନାହିଁ । 

ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ଲାଇକ ଏବଂ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ ଏବଂ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ୱେବସାଇଟ ବୁକମାର୍କ କରନ୍ତୁ । ଧନ୍ୟବାଦ
Previous Post Next Post