ଶ୍ୱେତା ତିୱାରୀ ଅତ୍ୟାଧୁନିକ ଫଟୋସୁଟରେ ଅଲ୍ଟ୍ରା-ଗ୍ଲାମରସ୍ ଦେଖାଯାଉଛନ୍ତି

ଯେଉଁମାନେ ଜାଣି ନାହାନ୍ତି ଟାଣୁ ଜଣାଉଛୁ ଯେ, ଶ୍ୱେତା ତିୱାରୀ ଜଣେ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଅଭିନେତ୍ରୀ ଯିଏକି କାସାଉଟି ଜିନ୍ଦାଗି କେରେ ପ୍ରର୍ନା ଶର୍ମା, ପାର୍ବରୀରେ ବେଗୁସରାଇରେ ବିନ୍ଦିଆ ଠାକୁରଙ୍କ ଚରିତ୍ର ପାଇଁ ଜଣାଶୁଣା | ସେ ରିୟଲିଟି ସୋ ବିଗ୍ ବସ୍ 4, କମେଡି ସର୍କସ୍ ଏବଂ ଜାଲକ ଦିଖଲା ଜା ରେ ଭାଗ ନେଇଛନ୍ତି|

shweta-tiwari-looks-ultra-glamorous


କିନ୍ତୁ ବର୍ତମାନ ସେ ତାଙ୍କର ନୂଆ ରୂପ ପାଇଁ ଖୁବ ଚର୍ଚିତ | ସେ ବର୍ତମାନ ସବୁବେଳେ ତାଙ୍କର ଗ୍ଲାମର ଭରା ଫୋଟୋ ଛାଡ଼ୁଛନ୍ତି ଏବଂ ତାଙ୍କର ଫୋଲୋଆର ମାନେ ମଧ୍ୟ ଏଥିରେ ଖୁବ ଖୁସି | କିଛି ଦିନ ପୂର୍ବରୁ ସେ ତାଙ୍କର ସର୍ବଶେଷ ହଟ ଫୋଟୋ ଛାଡ଼ିଥିଲେ ଯେଉଁଥିରେ ସେ କୌଣସି ଆଇଟମ ବମ ରୁ କାମ ଲାଗୁନଥିଲେ| ତାହେଲେ ଡେରି କାହିଁକି ଆସନ୍ତୁ ଦେଖିବା ସେହି ଫୋଟୋ ଗୁଡିକ -

shweta-tiwari-looks-ultra-glamorous
Picture: Shweta Tiwari/Instagram

shweta-tiwari-looks-ultra-glamorous
Picture: Shweta Tiwari/Instagram


shweta-tiwari-looks-ultra-glamorous
Picture: Shweta Tiwari/Instagram


shweta-tiwari-looks-ultra-glamorous
Picture: Shweta Tiwari/Instagram


shweta-tiwari-looks-ultra-glamorous
Picture: Shweta Tiwari/Instagram


ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ଲାଇକ ଏବଂ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ ଏବଂ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ୱେବସାଇଟ ବୁକମାର୍କ କରନ୍ତୁ । ଧନ୍ୟବାଦ
Previous Post Next Post