ଅପ୍ସରା ରାଣୀଙ୍କ ସୁଇମିଂ ପୁଲର ବୋଲ୍ଡ ଫଟୋସୁଟ ଭାଇରାଲ

ତେଲୁଗୁ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ଅପ୍ସରା ରାଣୀ ନିଜ ବୋଲ୍ଡ ଷ୍ଟାଇଲ୍ ଯୋଗୁଁ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ କିଛି ବିକିନି ପିନ୍ଧା ଫଟୋ ପୋଷ୍ଟ କରିଛନ୍ତି । ଅପ୍ସରା ଏହି ଫଟୋଗୁଡ଼ିକରେ ଅପ୍ସରା ବହୁତ ସୁନ୍ଦର ଦେଖାଯାଉଛନ୍ତି । ସେ ଏହି ଫଟୋଗୁଡ଼ିକ ସୁଇମିଂ ପୁଲ ନିକଟରେ ଉଠାଇଛନ୍ତି ।

odia-girl-and-actress-apsara-rani
Picture: Apsara Rani

ଅପ୍ସରା ଏହି ଫଟୋଗୁଡ଼ିକୁ ଗୋଟିଏ ଦିନରେ ଇନଷ୍ଟାଗ୍ରାମରେ ସେୟାର କରିନାହାଁନ୍ତି । ସେ ପ୍ରଥମ ଫଟୋ ୨୬ ଫେବୃଆରୀରେ ପୋଷ୍ଟ କରିଥିଲେ । ସେ ଆଜି ଏହି ଫଟୋସୁଟର ଏକ ଫଟୋ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।ଅପ୍ସରା ନିଜ ସୋସିଆଲ ମିଡିଆରେ ଏହି ହଟ ଫଟୋ ସହିତ ଲେଖିଛନ୍ତି - ମୋତେ ବିଚ ଥେରାପି ଦରକାର! ଅନ୍ୟ ଏକ ଫଟୋ ସହିତ ସେ କ୍ୟାପସନରେ ଲେଖିଛନ୍ତି - ଆଜ ବ୍ଲୁ ହେ ପାନି… ପାନି…

odia-girl-and-actress-apsara-rani
Picture: Apsara Rani

ଅପ୍ସରାଙ୍କ ଏହି ଫଟୋ ଗୁଡିକୁ ତାଙ୍କ ପ୍ରଶଂସକମାନେ ମାନେ ଖୁବ ପସନ୍ଦ କରୁଛନ୍ତି । କିନ୍ତୁ ଏହା ପ୍ରଥମ ଥର ନୁହେଁ ଯେତବେଳେ ଅପ୍ସରା ବିକିନି ଫଟୋ ସେୟାର କରିଛନ୍ତି । ପ୍ରଖ୍ୟାତ ଫିଲ୍ମ ନିର୍ମାତା ରାମ ଗୋପାଳ ଭର୍ମା ଅପ୍ସରାଙ୍କୁ ଥ୍ରୀଲର ୱେବ୍ ଫିଲ୍ମରେ କାଷ୍ଟ କରିଥିଲେ । ଏହି ଫିଲ୍ମର ପ୍ରମୋସନ ସମୟରେ ଅପ୍ସରାଙ୍କ ହଟ ଲୁକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଅପସରା ରାମ ଗୋପାଳ ଭର୍ମାଙ୍କ ସହ କିଛି ଫଟୋ ମଧ୍ୟ ପୋଷ୍ଟ କରିଥିଲେ ।

odia-girl-and-actress-apsara-rani
Picture: Apsara Rani

odia-girl-and-actress-apsara-rani
Picture: Apsara Rani


ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ଲାଇକ ଏବଂ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ ଏବଂ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ୱେବସାଇଟ ବୁକମାର୍କ କରନ୍ତୁ । ଧନ୍ୟବାଦ
Previous Post Next Post