ପିଆଜ ପକୁଡି ରୋଷେଇ ରେସିପେ - ତିଆରି କରନ୍ତୁ ମାତ୍ର କିଛି ମିନିଟ ରେ

onion-pakoda
Image credit: Google

କିଛି ସୂଚନା ପିଆଜ ପକୁଡି ପାଇଁ 

  • ସମୟ ଲାଗିପାରେ : ୨୫ ମିନଟ
  • ଲୋକ ଖାଇବ: ୨ ଜଣ 
  • ଯଦି ଆପଣ କିଛି ଦିନ ପରେ ଖାଇବା କୁ ଚାହୁଁଛନ୍ତି ତାହେଲେ ମିଶ୍ରଣ ରେ ପାଣି ମିଶାନ୍ତୁ ନାହିଁ ଏବଂ ଫ୍ରୀଜ଼ ରେ ରଖନ୍ତୁ |

ଆପଣ ଙ୍କୁ ଦରକାର ଥିବା ସାମଗ୍ରୀ !!

୧. ବେସନ ୧ ଗିନା 
୨. ପିଆଜ ୩ ଟି 
୩. ଲୁଣ ସ୍ୱାଦ ଅନୁସାରେ 
୪. ଲଙ୍କା ୪ ଟି 
୫. କଟା ଭୁଷଣ ପତ୍ର ୫-୬ ଟି 
୬. ଟିକେ ଖାଇବା ସୋଡ଼ା 
୭. ରିଫାଇନେ ତେଲ (ଛାଣିବା ପାଇଁ) 
୮. କଟା ଧନିଆ ପତ୍ର 
୯. କିଛି ଲଙ୍କା ଗୁଣ୍ଡ 

ଆସନ୍ତୁ ତିଆରି କରିବା !!

୧. ପ୍ରଥମେ ପିଆଜ ଗୁଡିକ ଲମ୍ବା ଲମ୍ବା କାଟି ଗିନା ରେ ନିଅନ୍ତୁ 

୨. ସେଇ ଗିନା ରେ ବେସନ, ଧନିଆ ପତ୍ର କଟା, ଭୁଷଣ ପତ୍ର କଟା, ଅଳ୍ପ ଲଙ୍କା ଗୁଣ୍ଡ, ଲୁଣ, ଖାଇବା ସୋଡ଼ା ଏବଂ କିଛି ପାଣି ଦେଇ ମିସାନ୍ତୁ 

୩. ୧୦ ମିନଟ ପାଇଁ ଛାଡ଼ି ଦିଅନ୍ତୁ 

୪. କଢ଼ହେଈ ଗରମ କରନ୍ତୁ ଏବଂ ସେଥିରେ ତେଲ ଢଳାନ୍ତୁ (ଯେତିକି ତେଲ ରେ ଭଲ ଛାଣି ହବ).

୫. ତେଲ ଗରମ ହେଲା ପରେ ସେଇ ମିଶ୍ରଣ ରୁ କିଛି ଛୋଟ ଭାଗ ନେଇ କଢ଼ହେଈ ରେ ପକାନ୍ତୁ 

୬. ଲାଲ ଲାଲ ହେଲା ପରେ ବାହାର କରନ୍ତୁ

୭. ଟମାଟୋ ସସ ସହିତ ଖାଇବାକୁ ଦିଅନ୍ତୁ 

ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ଲାଇକ ଏବଂ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ ଏବଂ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ୱେବସାଇଟ ବୁକମାର୍କ କରନ୍ତୁ । ଧନ୍ୟବାଦ
Previous Post Next Post