ହଟ ଏବଂ ସେକ୍ସି ଫୋଟୋ ଛାଡ଼ିବା ଯେମିତି ଗୋଟିଏ ଟ୍ରେଣ୍ଡ ହୋଇଯାଇଛି | ନୀତି ଦିନ କେହି ନ କେହି ଅଭିନେତ୍ରୀ ତାଙ୍କର ବିଭିନ୍ନ ଆକାଉଣ୍ଟ ରେ ଫୋଟୋ ଛାଡ଼ୁଛନ୍ତି | ଆଜି ଆମେ ଯାହା ନ୍କ ବିଷୟରେ କହୁଚୁ ସେ ହଉଛନ୍ତି ଭାରତ ର ପ୍ରଥମ ପ୍ଲେ-ବଏ ପତ୍ରିକା ର ନଗ୍ନ ଫୋଟୋ ଚଢିଥିବା ଅଭିନେତ୍ରୀ | ଆସନ୍ତୁ କିଛି ଜାଣିବା ତାଙ୍କ ବିଷୟରେ ଏବଂ ତାଙ୍କର ଏହି ନୂଆ ହଟ ଫୋଟୋ ବିଷୟରେ |
Picture: Sherlyn Chopra/Twitter |
ଶେରଲିନ୍ ଚୋପ୍ରା ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ବଲିଉଡରେ କାମ ପାଇଁ ଜଣାଶୁଣା | ଜୁଲାଇ 2012 ରେ, ଚୋପ୍ରା ପ୍ରଥମ ଭାରତୀୟ ମହିଳା ଭାବରେ ପ୍ଲେ-ବଏ ପତ୍ରିକା ପାଇଁ ନଗ୍ନତା ସୃଷ୍ଟି କରିଥିଲେ | ଦୁଇ ବର୍ଷ ପରେ ଫଟୋଗୁଡ଼ିକ ମୁକ୍ତିଲାଭ କରିଥିଲା | ଏହା ପରେ ସେ ଶୋ MTV ସ୍ପ୍ଲିଟ୍ସଭିଲାର ଷଷ୍ଠ ସିଜନ୍ ଆୟୋଜନ କରିବାକୁ ମନୋନୀତ ହୋଇଥିଲେ |ଏହି ଫୋଟୋ ରେ ଶେରଲିନ୍ ତାଙ୍କର ହଟ ଅବତାର ରେ ଆସିଥିଲେ, ଯାହାକି ସେ ସବୁ ବେଳେ ଥାନ୍ତି | ଏଥର ସେ ନୀଳ ରଂଗର ବିକିନି ପିନ୍ଧିଥିଲେ | ଯେଉଁ ଥିରେ ସେ ସୁପର ସେକ୍ସି ଦେଖା ଯାଉଥିଲେ |ଆସନ୍ତୁ ଦେଖିବା ଫୋଟୋ ଟିକୁ -
No rich parents.
— Sherni (@SherlynChopra) February 14, 2021
No assistance.
No handouts.
No favours.
No excuses.
Straight hunger.
Straight ambition.
Straight hustle.#LoveYourGoals #LoveLife pic.twitter.com/VRUdIQoopQ