ଏହି ଅଭିନେତ୍ରୀ ନିଜର ଅର୍ଧନଙ୍ଗ ଫୋଟୋ ଛାଡ଼ି ଲେ, ଇଣ୍ଟେରନେଟ ହେଲା ପାଗଳ

 ହଟ ଏବଂ ସେକ୍ସି ଫୋଟୋ ଛାଡ଼ିବା ଯେମିତି ଗୋଟିଏ ଟ୍ରେଣ୍ଡ ହୋଇଯାଇଛି | ନୀତି ଦିନ କେହି ନ କେହି ଅଭିନେତ୍ରୀ ତାଙ୍କର ବିଭିନ୍ନ ଆକାଉଣ୍ଟ ରେ ଫୋଟୋ ଛାଡ଼ୁଛନ୍ତି | ଆଜି ଆମେ ଯାହା ନ୍କ ବିଷୟରେ କହୁଚୁ ସେ ହଉଛନ୍ତି ଭାରତ ର ପ୍ରଥମ ପ୍ଲେ-ବଏ ପତ୍ରିକା ର ନଗ୍ନ ଫୋଟୋ ଚଢିଥିବା ଅଭିନେତ୍ରୀ | ଆସନ୍ତୁ କିଛି ଜାଣିବା ତାଙ୍କ ବିଷୟରେ ଏବଂ ତାଙ୍କର ଏହି ନୂଆ ହଟ ଫୋଟୋ ବିଷୟରେ |

sherlyn-blue-bikini
Picture: Sherlyn Chopra/Twitter


ଶେରଲିନ୍ ଚୋପ୍ରା ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ବଲିଉଡରେ କାମ ପାଇଁ ଜଣାଶୁଣା | ଜୁଲାଇ 2012 ରେ, ଚୋପ୍ରା ପ୍ରଥମ ଭାରତୀୟ ମହିଳା ଭାବରେ ପ୍ଲେ-ବଏ ପତ୍ରିକା ପାଇଁ ନଗ୍ନତା ସୃଷ୍ଟି କରିଥିଲେ | ଦୁଇ ବର୍ଷ ପରେ ଫଟୋଗୁଡ଼ିକ ମୁକ୍ତିଲାଭ କରିଥିଲା | ଏହା ପରେ ସେ ଶୋ MTV ସ୍ପ୍ଲିଟ୍ସଭିଲାର ଷଷ୍ଠ ସିଜନ୍ ଆୟୋଜନ କରିବାକୁ ମନୋନୀତ ହୋଇଥିଲେ |ଏହି ଫୋଟୋ ରେ ଶେରଲିନ୍ ତାଙ୍କର ହଟ ଅବତାର ରେ ଆସିଥିଲେ, ଯାହାକି ସେ ସବୁ ବେଳେ ଥାନ୍ତି | ଏଥର ସେ ନୀଳ ରଂଗର ବିକିନି ପିନ୍ଧିଥିଲେ | ଯେଉଁ ଥିରେ ସେ ସୁପର ସେକ୍ସି ଦେଖା ଯାଉଥିଲେ |ଆସନ୍ତୁ ଦେଖିବା ଫୋଟୋ ଟିକୁ - 



ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ଲାଇକ ଏବଂ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ ଏବଂ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ୱେବସାଇଟ ବୁକମାର୍କ କରନ୍ତୁ । ଧନ୍ୟବାଦ
Previous Post Next Post