ଦିଶା ପଟାନି ସର୍ବଦା ଇଣ୍ଟେର୍ନେଟ ରେ ନିଜର ହଟ ସେକ୍ସି ଫୋଟୋ ଛାଡ଼ି ହଟ ଟୋପିକ ରେ ଥାନ୍ତି | କେବେ ବିକିନି ତା କେବେ କମ କପଡା ପିନ୍ଧି | ଯାହା ଭି ହଉ ତାଙ୍କ ଓପର ସବୁ କପଡା ଭଲ ଲାଗିଥାଏ, କାରଣ ହେଉଛି ତାଙ୍କର ସ୍ଲିମ ଫିଗର ଏବଂ ସୁନ୍ଦର ଶରୀର ଗଠନ | ବର୍ତମାନ ମଧ୍ୟ ତାଙ୍କ ଫୋଲାଓର ମାନେ ବହୁତ ଖୁସି, ସବୁଦିନ ଭଳି ବହୁତ ଲୋକ ତାଙ୍କ ଏହି ଫୋଟୋ କୁ ଭଲପାଇଛନ୍ତି ଏବଂ କିଛି ଲୋକ ଟ୍ରଲ କରିଛନ୍ତି | ଆସନ୍ତୁ ଦେଖିବା ସେହି ଫୋଟୋ ଗୁଡିକ :-