ଯାହାର ଛାତିରେ କଳାଜାଇ ଥାଏ ସେମାନଙ୍କ ଚରିତ୍ର କିପରି ହୋଇଥାଏ ?

ଆମେ ଆମର ଦୈନିକ କାର୍ଯ୍ୟ ମଧ୍ୟ ଶାସ୍ତ୍ର ଅନୁସା ରେ କରିଥାଉ।ଶାସ୍ତ୍ର ର ଆମ ଜୀବନ ରେ ବହୁତ ମହତ୍ତ୍ୱ ରହିଛି।ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ।ଭଗବାନ ଶିବ ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟକ ଟି କଥା ସତ୍ୟ ହୋଇଥାଏ। ଶାସ୍ତ୍ର ରେ ଏପରି କିଛି ଅନୁଚିନ୍ତା ଵିଷୟ ରେ ଲେଖା ହୋଇଛି ଯାହା ଆମର ବହୁତ କାର୍ଯ୍ୟ ରେ ଆସିଥାଏ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହିପରି କିଛି ଅନୁଚିନ୍ତା ସମ୍ପର୍କରେ ଯାହା ଆମର ବହୁତ ଉପକାରୀ ଅଟେ |


୧.ସକାଳୁ ଉଠିଲା ପରେ ଖାଲି ପେଟ ରେ ତିନି ଗ୍ଲାସ ପାଣି ପିଇଲେ ଅନ୍ତର ଶକ୍ତି ଜାଗ୍ରତ ହୋଇଥାଏ ଏବଂ ଏକ ଗ୍ଲାସ ପାଣି ଗାଧୋଇବା ପୂର୍ବ ରୁ କିମ୍ବା ପରେ ପିଇଲେ ବ୍ଲଡ଼ ପ୍ରେସର ନିୟନ୍ତ୍ରଣ ହୋଇଥାଏ।

୨. ମୁହଁ ରେ କଳା ଦାଗ ଥିଲେ ଦହି ରେ ବିଲାତି ରସ ମିଶାଇ ପନ୍ଦର ମିନିଟ ଲଗାଇ ଧୋଇ ଦେଲେ ମୁହଁ ସଫା ହୋଇଥାଏ।

୩.ଦୁଇ ଗ୍ଲାସ ପାଣି ଖାଇବାର ଅଧ ଘଣ୍ଟା ପୂର୍ବ ରୁ ପିଇଲେ ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ ଏବଂ ରାତି ରେ ଶୋଇବା ପୂର୍ବ ରୁ ଅଧ ଗ୍ଲାସ ପାଣି ପିଇଲେ ହୃଦଘାତ ର ସମ୍ଭାବନା କମ ହୋଇଥାଏ।

୪. ଅଣ୍ଟା ଦରଜ ହେଉଥିଲେ ପାଞ୍ଚଟି ଖଜୁରୀ କୋଳି ସହିତ ମେଥି ଗୁଣ୍ଡ କୁ ସିଝାଇ ଖାଇଲେ ତାହା ଦୁର ହୁଏ।

୫.ପାଞ୍ଚଟି ଗୋଲମରିଚ ,ଗୋଟିଏ ପିଆଜ ଓ ଅଧ ଚାମଚ ଲୁଣ କୁ ବାଟି କେଶ ରେ ଲଗାଇଲେ କେଶ ଝଡ଼ିବା ବନ୍ଦ ହୋଇଥାଏ।

୬. ରୋଷେଇ କରି ସାରିବା ପରେ ଚୁଲା କୁ ଭଲ ଭାବରେ ସଫା କରିବା ଉଚିତ ଏହା ସମୃଦ୍ଧି ର ପ୍ରତୀକ ହୋଇଥାଏ।

୭.ମୁହଁ ର ରଙ୍ଗ କୁ ସଫା କରିବା ପାଇଁ ହେଲେ ଆଖୁ ର ରସ କୁ ରାତି ରେ ଶୋଇବା ପୂର୍ବରୁ ମୁହଁ ରେ ଲଗାନ୍ତୁ।

୮.ଦୁଇଟି ଗୁଜୁରାତି କୁ ଗୁଣ୍ଡ କରି ରାତି ରେ ଶୋଇବା ବେଳେ ଉଷୁମ ପାଣି ରେ ଖାଇଲେ କେଶ ମୂଳ ମଜବୁତ ହୋଇଥାଏ।

୯. ପେଟ ରେ ଗ୍ୟାସ ସମସ୍ୟା ଦେଖାଦେଲେ ଏକ ଚାମଚ ଜୁଆଣି ସହିତ ଟିକେ କଳା ଲୁଣ ମିଶାଇ ଉଷୁମ ପାଣି ରେ ମିଶାଇ ସେବନ କଲେ ଉପଶମ ମିଳିଥାଏ।

୧୦. ନାରୀର ଦକ୍ଷିଣ ବକ୍ଷରେ ତିଳଚିହ୍ନ ଥିଲେ ସେ ବିଦ୍ୟାବାନ ହୁଏ ଓ ଦକ୍ଷିଣ ପାଦରେ ତିଳଚିହ୍ନ ଥିଲେ ସେ ଧର୍ମବନ୍ତ ଓ ଜ୍ଞାନବନ୍ତ ହୋଇଥାଏ ।

୧୧. ଘର ର ଉତ୍ତର ପୂର୍ବ କୋଣ ରେ କାଚ ପାତ୍ର ରେ ଲୁଣ ରଖିଲେ ଶୁଭ ହୋଇଥାଏ ଏବଂ ଘର ର ଆର୍ଥିକ ସମସ୍ୟା ଦୂର ହୋଇଥାଏ।

୧୨.ରାତି ରେ ରୋଷେଇ ଘରେ କେବେ ବି ଅଇଁଠା ବାସନ ରଖନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ।

୧୩.ଭଙ୍ଗା ବାସନ ରେ କେବେ ବି ଖାଆନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ।

୧୪.ରୋଷେଇ ଘରେ କେବେ ବି ଔଷଧ ଏବଂ ପୂଜା ସ୍ନାନ ରଖନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ।


ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ଲାଇକ ଏବଂ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ ଏବଂ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ୱେବସାଇଟ ବୁକମାର୍କ କରନ୍ତୁ । ଧନ୍ୟବାଦ
Previous Post Next Post