ହଟ ଏବଂ ସେକ୍ସି ଭିଡ଼ିଓ ଛାଡ଼ିବା ଯେମିତି ଗୋଟିଏ ଟ୍ରେଣ୍ଡ ହୋଇଯାଇଛି | ନୀତି ଦିନ କେହି ନ କେହି ଅଭିନେତ୍ରୀ ତାଙ୍କର ବିଭିନ୍ନ ଆକାଉଣ୍ଟ ରେ ଫୋଟୋ ଏବଂ ଭିଡ଼ିଓ ଛାଡ଼ୁଛନ୍ତି | ଆଜି ଆମେ ଯାହା ନ୍କ ବିଷୟରେ କହୁଚୁ ସେ ହଉଛନ୍ତି ଭାରତ ର ପ୍ରଥମ ପ୍ଲେ-ବଏ ପତ୍ରିକା ର ନଗ୍ନ ଫୋଟୋ ଚଢିଥିବା ଅଭିନେତ୍ରୀ | ଆସନ୍ତୁ କିଛି ଜାଣିବା ତାଙ୍କ ବିଷୟରେ ଏବଂ ତାଙ୍କର ଏହି ନୂଆ ହଟ ଭିଡ଼ିଓ ବିଷୟରେ |
ଶେରଲିନ୍ ଚୋପ୍ରା ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ବଲିଉଡରେ କାମ ପାଇଁ ଜଣାଶୁଣା | ଜୁଲାଇ 2012 ରେ, ଚୋପ୍ରା ପ୍ରଥମ ଭାରତୀୟ ମହିଳା ଭାବରେ ପ୍ଲେ-ବଏ ପତ୍ରିକା ପାଇଁ ନଗ୍ନତା ସୃଷ୍ଟି କରିଥିଲେ | ଦୁଇ ବର୍ଷ ପରେ ଫଟୋଗୁଡ଼ିକ ମୁକ୍ତିଲାଭ କରିଥିଲା | ଏହା ପରେ ସେ ଶୋ MTV ସ୍ପ୍ଲିଟ୍ସଭିଲାର ଷଷ୍ଠ ସିଜନ୍ ଆୟୋଜନ କରିବାକୁ ମନୋନୀତ ହୋଇଥିଲେ |
![]() |
Picture: Sherlyn Chopra/Twitter |
ଏହି ଭିଡିଓ ରେ ଶେରଲିନ୍ ତାଙ୍କର ହଟ ଅବତାର ରେ ଆସିଥିଲେ, ଯାହାକି ସେ ସବୁ ବେଳେ
ଥାନ୍ତି | ଏଥର ସେ ଲାଲ ରଙ୍ଗ ର କର୍ଣ୍ଣିଙ୍ଗ ବ୍ଲାଉଜ ସହିତ ଳେହଙ୍ଗା ପିନ୍ଧିଥିଲେ | ଯେଉଁ
ଥିରେ ସେ ସୁପର ସେକ୍ସି ଦେଖା ଯାଉଥିଲେ |ଆସନ୍ତୁ ଦେଖିବା ଭିଡ଼ିଓ ଟିକୁ -
हैप्पी लोहड़ी #HappyLohri2021 ❤️ pic.twitter.com/O9DruunLUx
— Sherni (@SherlynChopra) January 13, 2021