ନାଗିନ୍ ଅଭିନେତ୍ରୀ କରିସ୍ମା ତନ୍ନାଙ୍କର ଲାଲ୍ ବିକିନି ବୋଲ୍ଡ ଲୁକ୍, ପୋଷ୍ଟ ଇଣ୍ଟରନେଟରେ ଭାଇରାଲ ହେଉଛି!

 ୱାର୍କ ଫ୍ରଣ୍ଟରେ କରିସ୍ମା ତନ୍ନା ଗତ ବର୍ଷ ମନୋଜ ବାଜପେୟୀଙ୍କ ଅଭିନୀତ ସୁରଜ ପେ ମଙ୍ଗଲ ଭାରୀଙ୍କ ବସନ୍ତୀ ନାମକ ଏକ ସ୍ୱତନ୍ତ୍ର ଆଇଟମ୍ ଗୀତରେ ନଜର ଆସିଥିଲେ। ଏଥିସହ ସେ ଅଭିନେତା ରିତୱିକ୍ ଭୋମିକ୍ଙ୍କ ସହ 'କାତରା' ନାମକ ଏକ ମ୍ୟୁଜିକ୍ ଆଲବମରେ ଅଭିନୟ କରିଥିଲେ।

karishma-tannas-sultry-bold-look-in-a-red-bikini
Picture: Karishma Tanna/Instagram


ଟେଲିଭିଜନର ଲୋକପ୍ରିୟ ଚେହେରା କରିସ୍ମା ତନ୍ନା ନିକଟରେ ଲାଲ୍ ବିକିନି ପୋଷାକ ପିନ୍ଧି ଥିବା ଏକ ଫଟୋ ନିଜ ଇନଷ୍ଟାଗ୍ରାମ ରେ ସେୟାର କରିଥିଲେ। ଏକତା କପୁରଙ୍କ ବହୁଚର୍ଚ୍ଚିତ 'ନାଗିନ୍' ରେ ଅଭିନୟ କରି କରିସ୍ମା ତନ୍ନା ଦର୍ଶକଙ୍କୁ ଆକର୍ଷିତ କରିଥିଲେ। ଏଠାରେ ଏକ ନଜର ପକାନ୍ତୁ:

ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ, ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଏବଂ ଗ୍ଲାମର ନ୍ୟୁଜ ର ସମ୍ପୂର୍ଣ ଅପଡେଟ ପାଇଁ ଆଜି ହିଁ ଆମ ଇନଷ୍ଟାଗ୍ରାମ ପେଜ କୁ ଲାଇକ କରନ୍ତୁ| ୱେବସାଇଟ ବୁକମାର୍କ କରି ପ୍ରତିଦିନ ର ଅପଡେଟ ଚେକ କରନ୍ତୁ ତୁ । ଧନ୍ୟବାଦ
Previous Post Next Post